Hero Image

୫୦୦ ବର୍ଷ ପରେ ଆଯ୍ୟୋଧ୍ୟାରେ ହେଲା ରାମଙ୍କ ସୂର୍ଯ୍ୟ ତିଳକ ଦେଖନ୍ତୁ ଦେଖି କାନ୍ଦିଲେ ପ୍ରତ୍ୟେକ ଭକ୍ତ Jay Shree Ram


ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜି ହେଉଛି ପବିତ୍ର ରାମନବମୀ ।

ଆଉ ଏହି ରାମନବମୀ ପର୍ବ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଓଷା ସମସ୍ତେ କରିଥାନ୍ତି । ଆଜି ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପୂଜା କରାଯାଉଛି ।

ଆଉ ଏହି ପୂଜାରେ ଅନେକ ଭକ୍ତ ସାମିଲ ହୋଇଛନ୍ତି ।

ଆଜି ଅଯୋଧ୍ୟାର ପ୍ରଭୁ ରାମଲାଲା ଭକ୍ତମାନଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ । ଆଜି ଅଯୋଧ୍ୟାରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିବ । କିଛି ଅଦ୍ଭୁତ ଦୃଶ୍ୟ ଆଜି ଦେଖିବାକୁ ମିଳିବ । ଆଜି ରାମନବମୀରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ବେଳେ ଦେଖିବାକୁ ପଡ଼ିବ ଏଭଳି କିଛି ଦୃଶ୍ୟ ଯାହା ବିରଳ ଅଟେ ।

ଆଜି ରାମନବମୀ ପର୍ବ ଦିନରେ ସୂର୍ଯ୍ୟ ତିଳକ ସମୟରେ ସୂର୍ଯ୍ୟାଲୋକ ପ୍ରଭୁ ରାମଲାଲାଙ୍କ ଉପରେ ପଡ଼ିବ । ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ିବ । ଆଜି ଭକ୍ତଙ୍କ ପାଇଁ ଏକ ବଡ ଦିନ ଅଟେ । 

ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତ ବେଳା । ମନ୍ଦିରର ତୃତୀୟ ମହଲାରେ ସୂର୍ଯ୍ୟଙ୍କ କିରଣ ପ୍ରତିଫଳିତ ହୋଇ ଏକ ପାଇପରେ ଯିବ । ଏହାପରେ ସୂର୍ଯ୍ୟ କିରଣ ତିନୋଟି ଅଲଗା ଅଲଗା ଲେନ୍ଥରେ ଯିବ ।

ଏହାପରେ ଗର୍ଭ ଗୃହରେ ଲାଗିଥିବା ଦର୍ପଣରେ ଏହି କିରଣ ପଡ଼ିବ ଆଉ ଏହାପରେ ପ୍ରଭୁ ଶ୍ରୀରାମଙ୍କ ମୁଣ୍ଡ ଉପରେ ସୂର୍ଯ୍ୟାଲୋକ ପଡ଼ିବ । ଆଉ ଏହାକୁ କୋଟି କୋଟି ଭକ୍ତ ଦେଖିବେ । ଏବେ ଏହାକୁ ନେଇ ଅନେକ ଖବର ମଧ୍ୟ ଆସୁଛି । ବୈଜ୍ଞାନିକ ଉପାୟରେ ଏହି ସବୁ ହୋଇଛି ।

୯୦ଟି ବିମାନ ଆଉ ୧୦୦ଟି ଟ୍ରେନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଜି ପବିତ୍ର ରାମନବମୀ ପର୍ବରେ ଭଗବାନ ରାମଲାଲାଙ୍କ ମୂର୍ତ୍ତିରେ କ୍ଷୀର ଅଭିଷେକ କରାଯାଉଛି । ଏଠାକୁ ଅନେକ ଭକ୍ତ ଆସିଛନ୍ତି ।

ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ପାଇଁ ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ ସେଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଏବେ ଏହାକୁ ନେଇ ଆସୁଛି ଅନେକ ଖବର । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ପ୍ରଭୁଙ୍କ କ୍ଷୀର ଅଭିଷେକ । ଏବେ ରାମନବମୀକୁ ନେଇ ଆସୁଛି ଖବର ।

READ ON APP